ସାଙ୍ଗଠନିକ ବୈଠକ ପାଇଁ ଦଳ ନିଷ୍ପତି ନେଇ ନାହିଁ!

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା-୨୯-୦୩-୨୦୨୪ ଆଜି ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ସାଙ୍ଗଠନିକ ବୈଠକ ହେବା ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ,ଏ ବୈଠକ ଲାଗି ଦଳ ତରଫରୁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ବଡଚଣା ବିଜେଡି ସଭାପତି ଶ୍ରୀ ଅରବିନ୍ଦ ସାମଲ ଚିଠି ଜାରି କରିଛନ୍ତି। ବଡଚଣା ନିର୍ବାଚନ ମଣ୍ଡଳୀର ତିନ ଯୋନର ବିଜୁ ଜନତା ଦଳର ସମର୍ଥିତ ଜିଲ୍ଲାପରିଷଦ ଏହି ବୈଠକର ଆୟୋଜନ କରିଥିବା ଜାଣିବାକୁ ମିଳୁଛି।ଅନେକ ପଞ୍ଚାୟତର … Continue reading ସାଙ୍ଗଠନିକ ବୈଠକ ପାଇଁ ଦଳ ନିଷ୍ପତି ନେଇ ନାହିଁ!